ଗାତରେ ପଡ଼ି ୨ ଶିଶୁକନ୍ୟା ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚିତ୍ରକୋଣ୍ଡା: ପାଣି ଗାତରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖେଳୁଥିବା ସମୟରେ ଖସିପଡ଼ି ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣଙ୍କ ବୟସ ୪ ହୋଇଥିବା ବେଳେ ଅନ୍ୟ ଜଣେ ୨ ବର୍ଷର ଶିଶୁକନ୍ୟା।

powered by social2s