ଭୁବନେଶ୍ୱର: ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୨ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ମାର୍ଚ୍ଚ ୧୦ ରୁ ଏପ୍ରିଲ ୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଫେବ୍ରୁଆରୀ ୨୪ ରେ ଆହତ ହେବ ରାଜ୍ୟ ବଜେଟ୍।
powered by social2s