ଫେବ୍ରୁଆରୀରେ ଅନୁଭୂତ ହେବ ଅସହ୍ୟ ତାତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ତାପମାତ୍ରା ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ୪୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ି ପାରେ ରାଜଧାନୀର ତାପମାତ୍ରା। ୨୦୨୧ ରେ ଭୁବନେଶ୍ୱର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା।

powered by social2s