ଆଜି ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଦମନ ର ହିନ୍ଦୀ ରୂପାନ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଶାରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର ଦମନ ର ହିନ୍ଦୀ ରୂପାନ୍ତର। ଏହି ଚଳଚିତ୍ରରେ ରହିଛି ଯୁବ ଡାକ୍ତର ସିଦ୍ଧାର୍ଥ ଙ୍କ ସଂଘର୍ଷର କାହାଣୀ।

powered by social2s