ଖୋର୍ଦ୍ଧାରେ ବ୍ୟବସାୟୀଙ୍କୁ ବୋମାମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କଣ୍ଟିଆ ଗାଁ ପାଣିଫ୍ୟାକ୍ଟ୍ରି ନିକଟରେ ଜଣେ ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୨ଟି ଅଫୁଟା ବୋମା ଜବତ କଲା ପୋଲିସ।

powered by social2s