ପୂର୍ବତନ ବିଧାୟକ ଅର୍ଜୁନ ଦାସ ଦୁର୍ଘଟଣାରେ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ ହୋଇଛି। ବାଇକ୍‌ରେ ଯିବା ବେଳେ ତାଙ୍କୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍। ଅର୍ଜୁନ ଦାସଙ୍କୁ ମୃତ ଘୋଷଣା କଲେ ଯାଜପୁର ମେଡିକାଲ ଡାକ୍ତର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଅର୍ଜୁନ। ସେ ୧୯୯୫ ରୁ ୨୦୦୦ ବିଧାୟକ ଥିଲେ।

powered by social2s