ବଣାଇ: ସୁନ୍ଦରଗଡ଼ ଜିଲ୍ଲାରେ ୬ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଲହୁଣୀପଡ଼ା ବ୍ଲକ ଭୁତୁଡ଼ା ହାଇସ୍କୁଲ୍ ର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ନିଆଯାଇଛି ଏହି ପଦକ୍ଷେପ।
powered by social2s