ଫୁଲବାଣୀ ବସ୍ ଷ୍ଟାଣ୍ଡ ନିକଟରେ ତୁଷାରପାତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବସ୍ ଷ୍ଟାଣ୍ଡ ନିକଟରେ ତୁଷାରପାତ ହୋଇଛି। ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ଫୁଲବାଣୀରେ ୫.୬ ଓ ଦାରିଙ୍ଗବାଡ଼ି ରେ ୯.୫ ତାପମାତ୍ରା ରେକର୍ଡ କରାଯାଇଛି। ଦୁଇ ରୁ ତିନି ଦିନ ହେଲା କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିଛି।

powered by social2s