ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ। ମାର୍ଚ୍ଚ ୧୦ ତାରିଖରେ ହେବ ମାତୃଭାଷା ପରୀକ୍ଷା। ମାର୍ଚ୍ଚ ୧୩ ରେ ଇଂରାଜୀ, ୧୪ ରେ ସଂସ୍କୃତ କିମ୍ବା ହିନ୍ଦୀ, ୧୬ ରେ ସାଧାରଣ ବିଜ୍ଞାନ,୧୮ ରେ ସାମାଜିକ ବିଜ୍ଞାନ ଓ ୨୦ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

powered by social2s