![]()
ନୂଆ ଦିଲ୍ଲୀ: ଭାରତର ୬ ଜଣଙ୍କ ଦେହରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜଣାପଡିଛି।
ବାଙ୍ଗାଲୁରୁ ରୁ ୩,ହାଇଦ୍ରାବାଦ ରୁ ୨,ପୁନେ ରୁ ଜଣେ ଚିହ୍ନଟ ହୋଇ ଥିବା ଜଣାପଡ଼ିଛି।
ଏମାନଙ୍କୁ ଆଇସୋଲେସନ ରେ ରଖା ଯାଇଛି।
କଣ୍ଟାକ୍ଟ ଟ୍ରେସିଂ ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
powered by social2s

