ଭୁବନେଶ୍ୱର: ଆଜି ଓଡିଶାର ସ୍ୱାଭିମାନୀ ତଥା ସାଲିସ ବିହୀନ ରାଜନେତା ସ୍ବର୍ଗତ ବିଜୁ ବାବୁଙ୍କ ଅନୁଗତ ସ୍ବର୍ଗତ ଶ୍ରୀ ଅଶୋକ ଦାସ ଙ୍କ ଦ୍ୱାଦଶ ଶ୍ରାଦ୍ଧଦିବସ ଉଇନର କ୍ଲବ ଶହୀଦନଗର ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ନାରାୟଣ ମହାପାତ୍ର,ଲଲିତ ମୋହନ ପଣ୍ଡା, ମଳୟ ରଞ୍ଜନ ମହାପାତ୍ର,ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ସନ୍ତୋଷ ରାଓ, ଅଜୟ ଗିରି, ଭବାନି ଜେନା, ଆଲୋକ ଲେଙ୍କା, ପ୍ରକାଶ ନାୟକ, ଗଣେଶ ରାଓ, ସନ୍ତୋଷ ସେଠୀ, ବିଭୁ ପଟ୍ଟନାୟକ, ମନୋରଞ୍ଜନ ପଲେଇ, ଅନିଲ ତାଡ଼, ହରିଶ୍ ହାଂସଦା, ଦେବାଶିଷ ମହାରଣା, ଜୋସେଫ ଦିଗାଲ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
powered by social2s

