ଓଡିଶାରେ ଲୋ ରିସ୍କ ବିଲ୍ଡିଂ ପାଇଁ ଆବଶ୍ୟକ ପଡିବନି ବିଲ୍ଡିଂ ପ୍ଲାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ ଏଣିକି ଲୋ ରିସ୍କ ବିଲ୍ଡିଂ ପାଇଁ ଆବଶ୍ୟକ ନାହିଁ ପ୍ଲାନ।

 

ବିଲ୍ଡିଂ ପ୍ଲାନ ନେଇ ବିଡିଏ ପକ୍ଷରୁ ଏହି ସରଳ ବ୍ୟବସ୍ଥା କରାଯାଇଛି।

 

ବିଡିଏ ର ୱେବସାଇଟରେ ୧୦୪ ପ୍ରକାରର ପ୍ରୀ-ଅପୃଭାଲ ପ୍ଲାନ ରହିଛି।

 

ସର୍ବନିମ୍ନ ୨୫X୪୦ ରୁ ସର୍ବାଧିକ ୪୦X୬୦ ବର୍ଗଫୁଟ ଘର ପାଇଁ ପ୍ଲାନ ପ୍ରସ୍ତୁତି କରାଯାଇଛି।

 

୫୦୦ ବର୍ଗ ମିଟର ଓ ୧୦ ମିଟର ଉଚ୍ଚରୁ କମ ଘର ଲୋ ରିସ୍କ ବିଲ୍ଡିଂ ବୋଲି ଧରାଯିବ।

 

powered by social2s