![]()
ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲ ସହ ଖୋଲିବ ସମସ୍ତ ହଷ୍ଟେଲ ।
କୋଭିଡ ୧୯ କଟକଣା ଭିତରେ କାର୍ଯ୍ୟ କରିବ ସମସ୍ତ ସରକାରୀ ଓ ଘରୋଇ ହଷ୍ଟେଲ। ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।
ହଷ୍ଟେଲ ଖୋଲିବା ସମ୍ପର୍କରେ ଏକ ଏସ ଓ ପି ଆସିବ ବୋଲି ସେ ସୂଚନା ଦେଇଛନ୍ତି।
powered by social2s