ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ମାନିଲା ବୋର୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ମାନିଲା ବୋର୍ଡ। ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ସ୍ବୀକାର କଲା ବୋର୍ଡ ।

ତ୍ରୁଟି ନେଇ ସମୀକ୍ଷା କରାଯାଉଛି । ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

powered by social2s