ଭୁବନେଶ୍ୱର: ଆଜି ଉକ୍ତଳ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଛାତ୍ର।କୂଳପତି କହିଛନ୍ତି ଵିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ପରିଚୟ ପତ୍ର ଯାଞ୍ଚ କରାଯିବ।କ୍ୟାମ୍ପସର ବିଭିନ୍ନ ଜାଗାରେ ଲଗାଯିବ ସିସିଟିଭି।ଅଣଛାତ୍ର ମୁକ୍ତ ହେବ କ୍ୟାମ୍ପସ ପରିସର।ସୋମବାର ଦିନ କ୍ୟାମ୍ପସରେ ନିମ୍ନମାନର ଖାଦ୍ୟକୁ କେନ୍ଦ୍ରକରି ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲ।
powered by social2s

