ଖୁବ ଶୀଘ୍ର ହେବ ସମଲେଶ୍ବରୀ ମନ୍ଦିରର ସୌନ୍ଦରଜିକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୁବ ଶୀଘ୍ର ହେବ ସମଲେଶ୍ବରୀ ମନ୍ଦିରର ସୌନ୍ଦରଜିକରଣ  

 

ସମ୍ବଲପୁର: ଖୁବ ଶୀଘ୍ର ଆରମ୍ଭ ହେବ ସମଲେଶ୍ବରୀ ମନ୍ଦିରର ଵିକାଶ ଓ ସୌନ୍ଦରଜିକରଣ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। 

ଆଜି ରାଜ୍ୟର ୫ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ କରିଥିଲେ ସମଲେଶ୍ବରୀ ମନ୍ଦିର। 

ଗସ୍ତ ପରେ ଜଣାପଡିଛି ଯେ ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପ ରେ ଐତିହ୍ୟ କରିଡ଼ର ର ବିକାଶ କରାଯିବ। 

 

ଯାତ୍ରୀ ଓ ଭକ୍ତ ନିଵାସ ସହିତ ର୍ପାକିଙ୍ଗ ସୁବିଧା ରହିବ।

 

ନଦୀ ସମ୍ମୁଖ ଭାଗର ବିକାଶ କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ପୂଜାରୀ ଓ ଜମି ହରାଇଥିବା ଲୋକଙ୍କ ପାଇଁ ଘୋଷଣା ହେବ ପ୍ୟାକେଜ।

 

powered by social2s