ଜୟ ମା ଭବାନୀ ଚାରିତବୁଲ ଟ୍ରଷ୍ଟ ପକ୍ଷରୁ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ସୋମବାର ତା ୨୦.୧.୨୧ ରିଖ ଦିନ ପିପିଲି ପାଖରେ ଥିବା ଏକ ଗ୍ରାମରେ, ଗରିବ ଲୋକଙ୍କ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କମ୍ବଳ, ସ୍ବିଟର, ଜାକେଟ,ମୁଣ୍ଡ ରେ ପିନ୍ଧିବା ଟୋପି ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

 

କାର୍ଯ୍ୟକ୍ରମରେ ଇଁ ଦିଲ୍ଲୀପ ପଟନାୟକ, ନାରାୟଣ ମହାପାତ୍ର, ମନୋଜ କୁମାର ରାଉଳ, ଉମାନଥ ମିଶ୍ର ଓ ରଂଜନ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

 

powered by social2s