ଆଜି ରାଜ୍ୟ ସ୍ତରରେ ପାଳନ ହେଉଛି ଜାତୀୟ ମତଦାନ ଦିବସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ରାଜ୍ୟ ସ୍ତରରେ ପାଳନ ହେଉଛି ନବମ ଜାତୀୟ ମତଦାନ ଦିବସ।

ଏହି ଅବସରରେ ଭୋଟର ଙ୍କୁ ସତର୍କ, ସୁରକ୍ଷିତ, ସଚେତନ ଓ ସଶକ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। 

 

ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇଲୋକଟ୍ରନିକ୍ ଫଟୋ ପରିଚୟପତ୍ର। 

 

ଆଧାର କାର୍ଡ ଭଳି ଏଣିକି ମିଳିବ ଭୋଟର ପରିଚୟପତ୍ର। 

 

ଭୋଟର ତାଲିକା ସଂଶୋଧନରେ ସଫଳ ହୋଇଥିବା କର୍ମଚାରୀ ହେବେ ସମ୍ନାନୀତ। 

ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ କରାଯିବ ସମ୍ନାନୀତ। 

 

ଏଥିରେ ୧୧ ପଞ୍ଜିକରଣ ଅଧିକାରୀ ଓ ୬ ବୁଥ ସ୍ତରୀୟ ଅଧିକାରୀ ମଧ୍ୟ ସମ୍ନାନୀତ ହେବେ।

 

powered by social2s