![]()
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା-ସିନାପାଲି ରାସ୍ତା ଅବରୋଧ କଲେ ଚାଷୀ।
ଗୋ ଲାମୁଣ୍ଡା ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତା ରୋକ କରାଯାଇଛି।
ଧାନ ବସ୍ତା ରଖି ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଦାବିରେ ରାସ୍ତା ଅବରୋଧ କଲେ ଚାଷୀ।
powered by social2s