![]()
ଭୁବନେଶ୍ବର: ଓଡିଶାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବୃଆରୀ ମାସ ୧୦ ତାରିଖ ସୁଦ୍ଧା କରୋନା ଟିକାର ପ୍ରଥମ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଆଜିସୁଦ୍ଧା ମୋଟ ୧ଲକ୍ଷ ୭୮ହଜାର ୨୨୭ ଜଣଙ୍କୁ ଟିକାକରଣ କରାଯାଇଛି।
ଆଉ ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।
ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଚାଲିଛି ଟିକାକରଣ।
powered by social2s

