କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ମାଲଗାଡ଼ିର ୪ଟି ବଗି ଲାଇନଚ୍ୟୁତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦୁଝର: କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଏକ ମାଲଗାଡିର ୪ଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି।

 

ଲୁହାପଥର ନେଇ ଜୁରୁଡ଼ିରୁ ପାରାଦୀପ ବନ୍ଦର ଅଭିମୁଖେ ଯାଉଥିଲା ଟ୍ରେନ।

 

ଷ୍ଟେସନ ଭିତରକୁ ପଶୁଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା।

 

powered by social2s