ବ୍ରହ୍ମପୁରରେ ଅପମିଶ୍ରିତ ସସ୍ କାରଖାନା ଠାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ଅପମିଶ୍ରିତ ସସ୍ କାରଖାନା ଠାବ ହୋଇଛି। 

କାରଖାନାରୁ ଆଳୁ, ଆରାରୁଟ୍ ପାଉଡ଼ର, ମେସିନ ଓ ପ୍ଲାଷ୍ଟିକ ବୋତଲ ଜବତ କରାଯାଇଛି। 

ଅପମିଶ୍ରଣ ଅଭିଯୋଗରେ ଜଣକୁ ଗିରଫ କରିଛି ବଡବଜାରେ ପୁଲିସ।

 

powered by social2s