କେନ୍ଦ୍ର ବଜେଟ ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦ୍ରୀୟ ଟିକସ ରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ ଉପରେ ପ୍ରତିକ୍ରିୟାରେ କହିଛନ୍ତି।

 

୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ ବୋଲି ସେ କହିଛନ୍ତି। ଏହା ରାଜ୍ୟ ଉପରେ ଗୁରତର ଭାବେ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

 

ସେ କହିଛନ୍ତି ଯେ ରେଳବାଇ ଓ ରାଜପଥ କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟ ଭଳି ମଧ୍ୟ ଓଡ଼ିଶାରେ ନିବେଶ ହେବା ଦରକାର। ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ବୃଦ୍ଧି ହେବା ଆବଶ୍ୟକ।

 

 

powered by social2s