ଯାଜପୁରରେ ପାଣି ଟାଙ୍କିରୁ କଙ୍କାଳ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏକ ନିର୍ମାଣାଧୀନ ପାଣି ଟାଙ୍କିରୁ କଙ୍କାଳ ଉଦ୍ଧାର କରାଯାଇଛି। କଙ୍କାଳଟି ମଣିଷ ବା କୌଣସି ପଶୁର ତାହା ଜଣାପଡ଼ିନାହିଁ। ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

powered by social2s