ଭୁବନେଶ୍ୱର: ପିଜି ସ୍ପଟ-୨ ଆଡ଼ମିଶନ ପାଇଁ ଗାଇଡଲାଇନ ଓ ଟାଇମଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।ଫେବୃଆରୀ ମାସ ୬ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ।ପରେ ୮ ଓ ୯ ତାରିଖରେ ଛାତ୍ରଛାତ୍ରୀ ମାନେ ରିପୋର୍ଟିଂ କରିବେ।୧୦ ତାରିଖରେ ପ୍ରକାଶ ପାଇବ ସିଲେକ୍ଟ ଲିଷ୍ଟ।ସେହିଭଳି ୧୧ରେ ଡକ୍ୟୁମେଣ୍ଟ ଭେରିଫିକେସନ ଓ ୧୨ ତାରିଖରେ ପୋର୍ଟାଲରେ ଆଡ଼ମିଶନର ଡାଟା ଅପଲୋଡ଼ କରାଯିବ।ଫେବୃଆରୀ ୧୧ ଆଡ଼ମିଶନ ପରେ ବଳକା ସିଟ୍ ୨୦ ଯାଏ ପୂରଣ ହେବ।
powered by social2s

