ଭୁବନେଶ୍ୱର : ଓଡ଼ିଆ ଜାତି, ସଂସ୍କୃତି ଓ ଏକତା ପାଇଁ ନବ ଓଡ଼ିଶା ପ୍ରଦେଶର ନିର୍ମାତା, ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥୀରେ ଉଇନର ଆସୋସିଏସନ ଶହୀଦନଗର ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ନାରାୟଣ ମହାପାତ୍ର,ଲଲିତ ମୋହନ ପଣ୍ଡା, ଭବାନି ଜେନା, ଲାଲା ରାୟ, ସନ୍ତୋଷ ରାଓ, କାହୁଁ ଚରଣ ଗୌଡ଼, ଗଣେଶ ରାଓ,ଦେବାଶିଷ ମହାରଣା, ଉଜ୍ଜଳ ମହନ୍ତ, ପ୍ରଭାତ ବେହେରା ହରିଶ ହାଂସଦା,ସନ୍ତୋଷ ସେଠୀ ଓ ରକି ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
powered by social2s

