ମାର୍ଚ୍ଚ ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ଯେ କୌଣସି ସପ୍ତାହ ରୁ ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।

 

ଏ ଯାଏଁ ଦେଶରେ ୫୪ ଲକ୍ଷ ରୁ ଅଧିକ ଲୋକଙ୍କୁ ଟୀକା ଦିଅସାରିଲାଣି।

ସୂଚନା ଅନୁଯାୟୀ, ଭାରତ ଏପର୍ଯ୍ୟନ୍ତ ୧୫ ଟି ଦେଶକୁ କୋଭିଡ ଟୀକା ଯୋଗେଇସାରିଲାଣି।

ଆହୁରି ୨୫ ଦେଶ କୋଭିଡ ଟୀକା ପାଇଁ ଧାଡିରେ ଅଛନ୍ତି।

powered by social2s