ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡିୟାନଙ୍କ ଗାଡି ସହ ଧକ୍କା ହେଲା ବାଇକ।ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡି ଡ୍ରାଇଭର ଓ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ଦୁଇ ଗୁରୁତର ବୋରିଗୁମ୍ମା ମେଡିକାଲ୍ ଭର୍ତି।ମନ୍ତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି।ଡାକ୍ତରଖାନା ରେ ପହଂଚି ମନ୍ତ୍ରୀ ଓ ପୋଲିସ ଘଟଣା ସମ୍ପର୍କରେ ବୁଝିଲେ।
powered by social2s

