ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକକଟକ: ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ କଟକ ଜିଲ୍ଲା ଡଗରପଡ଼ା ବାସଭବନରେ ପରଲୋକ ହୋଇଛି।ତାଙ୍କୁ ୮୨ ବର୍ଷ ହୋଇଥିଲା।୧୯୩୮ ରେ କଟକରେ ଜନ୍ମଗ୍ରହଣ କରିଥିଲେ ରଣଧୀର ଦାସ।ଓଡ଼ିଆହର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ ରଣଧୀର।ସେ ଚଳଚିତ୍ର ପତ୍ରିକା 'ଜୀବନ ରଙ୍ଗ' ର ସଂପାଦକ ଥିଲେ।Attachments area
powered by social2s

