ଓଡିଶା ପରିବହନ ବିଭାଗର ୯ ଟି ଅନଲାଇନ ସେବା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: 5t ଅଧୀନରେ ଅନଲାଇନ ରେ ମିଳିବ ଏହି ସବୁ ନାଗରିକ ସେବା। ରାଜ୍ୟ ରେ କାଗଜ ବିହୀନ ହେବ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ପ୍ରଥମ ରାଜ୍ୟ ଭାବେ Learner  ଲାଇସେନ୍ସ ପାଇଁ ମୋବାଇଲ ଆପ କଲା ଓଡିଶା। ଆପ ଟି ହେଲା UMANG । ଅନଲାଇନ ରେ ହେବ ଗାଡି ପଞ୍ଜିକରଣ , ଠିକା ପରିବହନ,ମାଲ ପରିବହନ,ଅନ୍ତରାଜ୍ୟ ବସ ପରମିଟ ଓ ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ। ରାଜ୍ୟ ର ଯେ କୌଣସି RTO ରେ ପଞ୍ଜୀକରଣ ଓ ମାଲିକାନା ବଦଳାଇହବ।

powered by social2s