![]()
ଭୁବନେଶ୍ୱର: ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ରାଜନୀତିଜ୍ଞ, ଧୁରୀଣ ସାହିତ୍ୟିକ, ବରଣ୍ୟ ରାଷ୍ଟ୍ରନେତା, ବହୁବାର ସାଂସଦ ତଥା ଅରୁଣାଞ୍ଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ସୁରେନ୍ଦ୍ରନାଥ ଦ୍ବିବେଦୀ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଉଇନର ଆସୋସିଏସନ, ଶହୀଦନଗର ଠାରେ ପାଳିତ ହେଇଥିଲା।
ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀନିବାସ ରାଓ ମନୋଜ ରାଉଳ, ଲଲିତ ମୋହନ ପଣ୍ଡା,ମଳୟ ରଞ୍ଜନ ମହାପାତ୍ର,ସରୋଜ ପାତ୍ର, ଭବାନି ଜେନା, ଲାଲା ରାୟ, ଗଣେଶ ରାଓ, ମନୋରଞ୍ଜନ ପଲେଇ, ଦେବାଶିଷ ମହାରଣା, ଜୋସେଫ ଦିଗାଲ, ସନ୍ତୋଷ ରାଓ, ପ୍ରକାଶ ନାୟକ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଯୋଗଦାନ କରିଥିଲେ ।
powered by social2s

