ନବରଙ୍ଗପୁର: ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ଉତ୍ସବରେ ଭର୍ଚୁଆଲ ଯୋଗେ ସାମିଲ୍ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହଜାର ହଜାର ସମର୍ଥକ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲେ ପ୍ରଦୀପ ମାଝୀ ।
ମିଶ୍ରଣ ପର୍ବ ପୂର୍ବରୁ ବିରାଟ ରାଲୀ କରି ସହର ପରିକ୍ରମା କରିଥିଲେ ପ୍ରଦୀପ ।
powered by social2s

