ପଦ୍ମପୁରରେ କଂଗ୍ରେସ ପକ୍ଷରୁ ଲଢିବେ ସତ୍ୟଭୂଷଣ ସାହୁ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁରର କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ପ୍ରେସ ରିଲିଜ ମାଧ୍ଯମରେ ପ୍ରାର୍ଥୀ ଘୋଷଣା କରାଯାଇଛି ।

powered by social2s