ପଦ୍ମପୁର ନିର୍ବାଚନ ପାଇଁ CEOଙ୍କୁ ଭେଟିଲା ବିଜେପି

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ପଦ୍ମପୁର ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି। ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ CEOଙ୍କୁ ଭେଟିଲା ବିଜେପି। ନିର୍ବାଚନ ପ୍ରକ୍ରିୟାରୁ ପଦ୍ମପୁର ଅଞ୍ଚଳର ସରକାରୀ ଅଧିକାରୀଙ୍କୁ ବାଦ୍ ଦାବି କରିବା ସହ ମତଦାନ କେନ୍ଦ୍ରକୁ ମୋବାଇଲ ବାରଣ କରିବାକୁ ମଧ୍ଯ ଦାବି କରିଛି ବିଜେପି।

powered by social2s