ସୁନ୍ଦରଗଡ଼ରେ ଗୁଳିକାଣ୍ଡ, ୧୦ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ଗୁଳିକାଣ୍ଡ ହୋଇଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ୨୦୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚାଳନା ହୋଇଛି ଓ ଫୁଟିଲା ୧୦୦ ବୋମା। ଘଟଣାରେ ହେମଗିରି, ବେଲପାହାଡ଼ ଓ ରାୟଗଡ଼ରୁ ଜଣ ୧୫ ଅଟକ ଥିବା ସୂଚନା। 

powered by social2s