Warning: getimagesize(/home/odiaray/public_html/images/IMG-20240705-WA0132.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ସୁନ୍ଦରଗଡ଼ରେ ଗୁଳିକାଣ୍ଡ, ୧୦ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ଗୁଳିକାଣ୍ଡ ହୋଇଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ୨୦୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚାଳନା ହୋଇଛି ଓ ଫୁଟିଲା ୧୦୦ ବୋମା। ଘଟଣାରେ ହେମଗିରି, ବେଲପାହାଡ଼ ଓ ରାୟଗଡ଼ରୁ ଜଣ ୧୫ ଅଟକ ଥିବା ସୂଚନା। 

powered by social2s