ବ୍ୟାଙ୍କ ସମ୍ମୁଖରୁ ଗୁଳି କରି ୧୨ ଲକ୍ଷ ଲୁଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୋର: ବାଲେଶ୍ଵର ଜିଲ୍ଲାରେ ଗୁଳି କରି ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଲୁଟ୍ ଅଭିଯୋଗ ହୋଇଛି। ଖଇରା ଥାନା ବର୍ତ୍ତନା ବଜାର ଇଣ୍ଡିଆନ୍ ବ୍ୟାଙ୍କ ସମ୍ମୁଖରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ବାଇକ୍‌ରେ ଆସି ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟିନେଲେ ୬ ଜଣ ଦୁର୍ବୃତ୍ତ। ପେଟ୍ରୋଲ୍‌ ପମ୍ପର ଜଣେ କର୍ମଚାରୀଙ୍କ ଗୋଡ଼ରେ ବାଜିଛି ଗୁଳି।

powered by social2s