ଅନୁଗୁଳ: ଅନୁଗୁଳ ଥାନା କୁକୁଡ଼ାଙ୍ଗ ନିକଟରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ଷୀରୋଦ ନାଏକ ଆହତ ହୋଇଛି। ଅପରାଧୀ କ୍ଷୀରୋଦର ବାମ ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୩ ତାରିଖରେ ତାଳଚେର ପୋଲିସ କରିଥିଲା ଆଉ ଏକ ଏନକାଉଣ୍ଟର। ଏଥିରେ ସୁଶାନ୍ତ ନାଏକ ନାମକ ଅପରାଧୀ ଆହତ ହୋଇଥିଲା।
powered by social2s