ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଦୁର୍ଦ୍ଦାନ୍ତ ନିଶା ମାଫିଆ ଶେଖ ଜାମସେଦକୁ କମିଶନରେଟ୍ ପୋଲିସ୍ ର ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ ଏନକାଉଣ୍ଟର କରିଛି। ମାଫିଆ ଜାମସେଦର ଘର ଝାରପଡ଼ା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଜାମସେଦର ର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଛି।
powered by social2s