ଚନ୍ଦକା ଜଙ୍ଗଲରୁ ଓଲା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ବଡ଼ଗଡ଼ରୁ ଓଲା ଡ୍ରାଇଭରଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ସୂଚନା। ଗତ ୧୫ରେ ଓଲା ଡ୍ରାଇଭରଙ୍କୁ କରାଯାଇଥିଲା ଅପହରଣ। ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ମୃତ ଓଲା ଡ୍ରାଇଭରଙ୍କ ନାଁ ବିଦ୍ୟାଧର ସାହୁ, ଅପହର୍ତ୍ତା ୨ କୋଟି ଟଙ୍କା ମାଗୁଥିବା ସୂଚନା। ଆଜି ଚନ୍ଦକା ଜଙ୍ଗଲରୁ ମୃତଦେହ ମିଳିବା ପରେ ଘଟଣାସ୍ଥଳକୁ ଗଲା ବଡ଼ଗଡ଼ ପୋଲିସ।

powered by social2s