ବେଆଇନ ବାଣ କାରଖାନା ଉପରେ ଚଢାଉ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ସଦର ଥାନା ଭାଣପୁରରେ ଥିବା ଏକ ବେଆଇନ ବାଣ କାରଖାନା ଉପରେ ଚଢାଉ କରାଯାଇଛି। ବିପୁଳ ପରିମାଣର ବେଆଇନ ବା, ବାଣ ତିଆରି ସାମଗ୍ରୀ ଓ ମେସିନ୍ ଜବତ କରିଛି ପୋଲିସ୍। ସାଧୁ ଚରଣ ପରିଡ଼ାଙ୍କ ଘରେ ଦୀର୍ଘ ଦିନ ହେବ ଚାଲିଥିଲା ବାଣ ତିଆରି।

powered by social2s