ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକ ପୋଲିସ ଏନ୍କାଉଣ୍ଟରରେ ଆହତ ହୋଇଛି। ପୋଲିସ୍କୁ ଚକ୍ମା ଦେଇ ଖସି ଯିବାକୁ ଉଦ୍ୟମ ବେଳେ ଏନ୍କାଉଣ୍ଟର କରାଯାଇଛି। ବୋମା ମାଡ଼ ଓ ହତ୍ୟା ମାମଲାରେ ଦୀପୁନାର ରହିଛି ସଂପୃକ୍ତି। ୨୦୨୩ ଗୋଳନ୍ଥରା ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା।
powered by social2s

