ଭୁବନେଶ୍ୱରରେ ଚୋରା ବନ୍ଧୁକ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଚୋରା ବନ୍ଧୁକ ଜବତ କରିଛି ନୟାପଲ୍ଲୀ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ ପରେ ତାଙ୍କ ସ୍ୱାମୀଙ୍କ ନିକଟରୁ ମିଳିଲା ବନ୍ଧୁକ। ବନ୍ଧୁକ ଜବତ ହେବାପରେ ବ୍ୟକ୍ତି ଜଣକ ଗିରଫ ହୋଇଥିବା ସୂଚନା ମିଳିଛି।

powered by social2s