ଭୁବନେଶ୍ୱର: ଆଜି ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ ଜବତ ହୋଇଛି। କେଦାରପଲି ବସ୍ତିରେ ଚଢ଼ାଉ କରି ଜବତ କରିଛି ଅବକାରୀ ବିଭାଗ। ଘଟଣାସ୍ଥଳରୁ ୩୫ ବର୍ଷ ବୟସ୍କ ଅଭିଯୁକ୍ତ ଟୁନା ନାୟକ ଗିରଫ ହୋଇଥିବା ସୂଚନା ମିଳିଛି।
powered by social2s