କେନ୍ଦୁଝରରେ କୁଖ୍ୟାତ ମାଓବାଦୀ ଶେଖର ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କୁଖ୍ୟାତ ମାଓବାଦୀ ଶେଖର ଓରଫ ଦିବା ମୁଣ୍ଡା କୁ ତେଲକୋଇ ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ତେଲକୋଇ ଥାନା ଅନ୍ତର୍ଗତ କାଳିଆ ହତା ଖଣ୍ଡବନ୍ଧ ରୁ ଶେଖର କୁ ଗିରଫ କରାଯାଇଛି। ଶେଖର କଳିଙ୍ଗ ନଗର ମାଓ ଡିଭିଜନ ର ଏରିଆ କମାଣ୍ଡର ସୁନୀଲ ର ସହଯୋଗୀ ଥିଲା। ୨୦୧୩ ରେ ଦୈତାରି-ବାଂସପାଣି ରେଳ ଧାରଣା କୁ ବିସ୍ପୋରଣ କରି ନଷ୍ଟ କରିବାରେ ସମ୍ପୃକ ଥିବା ଜଣାପଡ଼ିଛି। ଏହି ମାମଲାରେ ତା ନାମରେ ଏକ ଜାମିନ ବିହୀନ ପରୱାନା ମଧ୍ୟ ରହିଛି।

powered by social2s