ଢେଙ୍କାନାଳ ଟାଉନ ଥାନା ପରିସରରୁ ପୋଲିସ ଗାଡି ଚୋରି କରି ଯୁବକ ଗିରଫ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ପରିସରରୁ ପୋଲିସ ଗାଡ଼ି ଚୋରି କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଗନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ କୁ ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ଧରିଲା ପୋଲିସ। ଏକ ମାମଲାରେ ଧର୍ମେନ୍ଦ୍ର କୁ ଥାନାକୁ ଆଣିଥିଲା ପୋଲିସ। ଗାଡ଼ିରେ ଚାବି ଲାଗିଥିବାରୁ ସୁଯୋଗ ନେଇ ଫେରାର ହୋଇଥିଲା ଧର୍ମେନ୍ଦ୍ର।
powered by social2s

