ଗହଣା ଦୋକାନରୁ ଲୁଟ ଉଦ୍ୟମ ବେଳେ ୭ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ମହାନ୍ତିପଡ଼ା ହରିଜନସାହି ପଡ଼ିଆରୁ ୭ ଜଣ ଲୁଟେରାଙ୍କୁ ଧରିଲା ପୋଲିସ। ସେମାନେ ଏକ ଗହଣା ଦୋକାନରୁ ଲୁଟ ଉଦ୍ୟମ କରିଥିଲେ । ତାଙ୍କ ନିକଟରୁ ଦୁଇଟି ଛୁରି, ଲୁହା ରଡ଼, ଲଙ୍କାଗୁଣ୍ଡ ଓ ଦୁଇଟି ବାଇକ ଜବତ ହୋଇଛି।

powered by social2s