ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଅଂଚଳରୂ ଗୋଟିଏ ଚୋରା ବନ୍ଧୁକ ଜବତ ହୋଇଛି। ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ତାଙ୍କ ଠାରୁ ୩ ଟି ଗୁଳି ମଧ୍ୟ ଜବତ କରିଛି ଭରତପୁର ପୋଲିସ। ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ।
powered by social2s

