ଜବତ ହେଲା ୫୦ କ୍ଵିଣ୍ଟାଲ ମହୁଲ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲୁଗାଁ: ଖୋର୍ଦ୍ଧାରେ ଏକ ଗାଡ଼ିରୁ ସହ ୫୦ କ୍ଵିଣ୍ଟାଲ ମହୁଲ ଜବତ କରିଛି ପୋଲିସ । ମହୁଲ ଢେଙ୍କାନାଳରୁ ବାଣପୁରକୁ ଚାଲାଣ ହେଉଥିବାବେଳେ ପ୍ରତାପ ଗାଁ ରୁ ପୋଲିସ ଜବତ କରିଛି । ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ଏଥିସହିତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

powered by social2s