ପୋଲିସ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଉଲକେଲା: ପୋଲିସ ଏନକାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଆହତ ହୋଇଥିବା ସୂଚନା ମିଳିଛି । ମୁସ୍ତାକ ଆଲମ୍ ଓ ମହମ୍ମଦ ଗୁଡୁକୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ମଣ୍ଡପ ନିକଟରେ ଏନକାଉଣ୍ଟର କରାଯାଇଛି । ଗୁଳି ସେମାନଙ୍କର ଗୋଡ଼ରେ ବାଜିଥିବା ଜଣାପଡ଼ିଛି।

powered by social2s