କଟକ ରେ ନକଲି ବିଦେଶୀ ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ନୂଆପଟଣା ବ୍ରିଜରୁ ୧୦ ପେଟି ନକଲି ବିଦେଶୀ ମଦ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଜବତ ନକଲି ମଦର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା। ସୂଚନା ଅନୁଯାୟୀ, ୪୮୦ ଟି ବୋତଲ ରେ ଥିବା ୮୬.୪ ଲିଟର ନକଲି ମଦ ଏକ ଡାଲା ଅଟୋ ରେ କେକ୍ ପେଟି ଭିତରେ ଆଠଗଡ଼ ରୁ ଜଗତପୁର ଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ବଦ୍ରୀ ନାରାୟଣ ବାହୀନପତି ଓ ପ୍ରଭାତ ସ୍ୱାଇଁ ଗିରଫ ହୋଇଥିବା ସୂଚନା ମିଳିଛି।

powered by social2s